Ticker

6/recent/ticker-posts

Important Odia Quiz-Odisha gk question and Answer PDF for OSSC|OPSC,Other Odisha exams

Odisha Odia GK MCQ Quiz 


Odisha GK is important for All the school  Students & Competitive Exams aspirants those who prepare for the Odisha level Competitive exams.

In Odisha State the Odia GK questions and Answers Asked from the Odisha static Gk and Current affairs. If we Broadly discuss only about the Odisha GK ,then it's Come with a Huge topics. But every Competitive exams Always there is a Syllabus context present.So this syllabus Content help the Every Students to Get thr Basic idea about the General Knowledge topics.

Here In this article ,focused the Important Odisha GK questions and Answers which helps the Student for the Odisha Competitive exams Like OSSC/OSSSC/Odisha Police /OPSC.

These repeated  Odisha GK questions and Answers Quiz Helps the Students ,for the Basic idea of Odisha GK questions asked in the Online test exam paper. Theses  following questions of Odisha General Knowledge (GK)MCQ Questions Quiz in Odia language.

Odisha Gk syllabus for Competitive exams.

• Odisha History

• Odisha Geography 

• Odisha Art & Culture 

• Odisha Economy

• Odisha Government & Administration

50+ Odisha GK Questions and Answers MCQ in Odia 


1.ସାହିତ୍ୟ ପାଇଁ ଓଡିଶା ସରକାର କେଉଁ ପୁରସ୍କାର ଦିଅନ୍ତି ?

 A) ସାରଳା ପୁରସ୍କାର
 B) ସାହିତ୍ୟ ଏକାଡେମୀ 
 C) ଜୟଦେବ ପୁରସ୍କାର 
 D) ଅର୍ଜୁନ ପୁରସ୍କାର 

 Answer: B 


ସାହିତ୍ୟ ପାଇଁ ଓଡିଶା ସରକାର " ସାହିତ୍ୟ ଏକାଡେମୀ "ପୁରସ୍କାର ଦିଅନ୍ତି |


2. ସାରଳା ମହାଭାରତ ପୁସ୍ତକ କିୟର ରଚନା କରିଥିଲେ

A) ସାରଳା ଦାସ

B) ବତ୍ସା ଦାସ

C) ବଳରାମ ଦାସ

D) ଜଗଗନାଥ ଦାସ 

Answer: A 


ସାରଳା ମହାଭାରତ ପୁସ୍ତକ କିୟର ରଚନା କରିଥିଲ"ସାରଳା ଦାସ |



3.ଦାଣ୍ଡିରାମାୟଣ ରଚୟିତା କିଏ ?

A) ଯଶୋବନ୍ତ ଦାସ

B) ସାରଳା ଦାସ

C) ବଳରାମ ଦାସ

D) ଜଗଗନାଥ ଦାସ

Answer: C 


ବଳରାମ ଦାସ"ଦାଣ୍ଡିରାମାୟଣ ରଚୟିତା |


4. କଟକ ସହର ପ୍ରତିଷ୍ଠାତା କିଏ

A) ଯଯାତି କେଶରୀ

B) ମର୍କତ କେଶରୀ

C) ଅନନ୍ତ କେଶରୀ

D) ନୃପ କେଶରୀ

Answer: D

ନୃପ କେଶରୀ କଟକ ସହର ପ୍ରତିଷ୍ଠାତା |



5. .ରତ୍ନଗିରି ସ୍ତୁପ କେଉଁ ପ୍ରଦେଶରେ ଅବସ୍ଥିତ?

A) ବିହାର

B) ଛତିଶଗଡ

C) ମଧ୍ୟପ୍ରଦେଶ

D) ଓଡିଶା

Answer: D

ରତ୍ନଗିରି ସ୍ତୁପ  ଓଡିଶା ରେ ଅବସ୍ଥିତ |



6.କଳାପାହାଡ଼ କେବେ ଓଡିଶା ଆକ୍ରମଣ କରିଥିଲେ?

A) 1570

 B) 1549

 C) 1534 

 D) 1506

Answer: A

"1570".କଳାପାହାଡ଼ ଓଡିଶା ଆକ୍ରମଣ କରିଥିଲେ |



7.ଅଂଶୁପା ହ୍ରଦ କେଉଁଠାରେ ଅବସ୍ଥିତ

 A) କଟକ

B) ପୁରୀ

C) ଗଞ୍ଜାମ

D) କେଉଁଝର

Answer: A

ଅଂଶୁପା ହ୍ରଦ "କଟକ" ଠାରେ ଅବସ୍ଥିତ |


8.କିଏ ଓଡ଼ିଶାର ଶେଷ ସମ୍ରାଟ ଥିଲେ

A) ପ୍ରତାପରୁଦ୍ରଦେବ

B) ପୁରୁଷୋତ୍ତମଦେବ

C) କପିଳେନ୍ଦ୍ର ଦେବ

D) ମୁକୁନ୍ଦ ହରିଚନ୍ଦନ

Answer: D

"ମୁକୁନ୍ଦ ହରିଚନ୍ଦନ"ଓଡ଼ିଶାର ଶେଷ ସମ୍ରାଟ ଥିଲ |



9. ଭୁବନେଶ୍ବସର  ଲିଙ୍ଗରାଜ ମନ୍ଦିର କାହା ସମୟରେ ନିର୍ମିତ ହୋଇଥିଲା?

A) ପ୍ରଥମ ଜନ୍ମେଜୟ

B) ଦ୍ୱିତୀୟ ଯଯାତି

C) କର୍ଣ୍ଣଦେବ

D) ପ୍ରଥମ ଯଯାତି

Answer: B

"ଦ୍ୱିତୀୟ ଯଯାତି".ଭୁବନେଶ୍ବସର  ଲିଙ୍ଗରାଜ ମନ୍ଦିର ନିର୍ମିତ ହୋଇଥିଲା |


10.ଖୋର୍ଦ୍ଧା ପାଇକ ବିଦ୍ରୋହ ନେତୃତ୍ୱ କିଏ ନେଇଥିଲେ?

A)ବକ୍ସି ଜଗବନ୍ଧୁ

B)ବାଜି ରାଉତ

C)ସୁରେନ୍ଦ୍ର ସାଇ

D)ବିର୍ସାମୁଣ୍ଡା

Answer: C 

"ବକ୍ସି ଜଗବନ୍ଧୁ"ଖୋର୍ଦ୍ଧା ପାଇକ ବିଦ୍ରୋହ ନେତୃତ୍ୱ ନେଇଥିଲ |



These are the Important Odisha Gk MCQ Quiz in Odia,which helpful in the Odisha Competitive exams. Soon More Odisha's Odia GK  Questions & Answer Pdf in Odia language will be updated .For more information keep Join with Edukosal.

 

Post a Comment

0 Comments